ବିଏମ୍‌ସି ରକ୍ତଭଣ୍ଡାରରେ ରକ୍ତ ଅଭାବ: କରୋନା ପାଇଁ ଆସୁନାହାନ୍ତି ରକ୍ତଦାତା

ସହଜରେ ଦେଇ ହେବ ରକ୍ତ: ଡାକ୍ତର ଗଣେଶ ପ୍ରସାଦ ଦାଶ ପୁରୁଣା ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରକ୍ତଭଣ୍ଡାର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି। ଅବସ୍ଥା ଏପରି ହୋଇଛି ଯେ ଏବେ ରକ୍ତଭଣ୍ଡାର ଗୁଡ଼ିକରେ ହାତଗଣତି କେତୋଟି ୟୁନିଟ୍‌ ରକ୍ତ ମହଜୁଦ୍‌ ରହିଛି। ବିଏମ୍‌ସି ହସ୍ପିଟାଲର ରକ୍ତଭଣ୍ଡାର ମଧ୍ୟ ଏହି ସଂକଟରୁ ବାଦ୍‌ ପଡ଼ିନି। ବର୍ତ୍ତମାନ … Continue reading ବିଏମ୍‌ସି ରକ୍ତଭଣ୍ଡାରରେ ରକ୍ତ ଅଭାବ: କରୋନା ପାଇଁ ଆସୁନାହାନ୍ତି ରକ୍ତଦାତା